ମାନଭଞ୍ଜନ


ଦେଖ ହୋ
କେଡ଼େ ନାଟୁଆଟା ସେ
କଳା ମାଣିକ
ବୁଲିଲା ବେଳକୁ ଭାଇ ଭଉଣୀ
ଘର ମୁହାଁ ଆଜି
ମାନ ଭାଙ୍ଗିବାକୁ
ସାଥିରେଆଣିଛି
ରସଗୋଲା ଭେଟି ॥

ଜାଣେ ପରା
ଅବଳାର ଦୁର୍ବଳ ମନ
ମୋହିବ ଆପେ
ଟିକେ ବାଙ୍କ ଚାହାଁଣୀର ବାଙ୍କ ଅଧରେ
ସତେ
ଦୋଷର କ୍ଷମା
ନିମିଷକେଦେବେ ଲକ୍ଷ୍ମୀ ଠାକୁରାଣୀ ॥       କଳ୍ପନା ମିଶ୍ର

Comments

Popular posts from this blog

ଧୈର୍ଯ୍ୟର ପରିଧି

ଆଶାତୀତ ସପନ

ବେକାବୁ ମନ